କଦମ୍ ପଡିଆରେ ପ୍ରାତଃ ଭ୍ରମଣ ସମୟରେ ଲୋକଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- କଦମ୍ ପଡିଆରେ ପ୍ରାତଃ ଭ୍ରମଣ ସମୟରେ ଲୋକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ସକାଳେ ଅନୁଗୋଳ କଦମ୍ ପଡିଆରେ ପ୍ରାତଃ ଭ୍ରମଣ ସମୟର
କେନ୍ଦ୍ରମନ୍ତ୍ରୀ


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- କଦମ୍ ପଡିଆରେ

ପ୍ରାତଃ ଭ୍ରମଣ ସମୟରେ ଲୋକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ସକାଳେ ଅନୁଗୋଳ କଦମ୍

ପଡିଆରେ ପ୍ରାତଃ ଭ୍ରମଣ ସମୟରେ ଅନେକ ବନ୍ଧୁ, କାର୍ଯ୍ୟକର୍ତ୍ତା

ଓ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା ।

ଏହି ଅବସରରେ ସେମାନଙ୍କ ସହ

ବିଭିନ୍ନ ବିଷୟରେ ଆଲୋଚନା କରି ଆନନ୍ଦିତ । ସମସ୍ତଙ୍କ ଆତ୍ମୀୟତା ପାଇଁ ଧନ୍ୟବାଦ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande