
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ବ୍ରାହ୍ମଣୀଦେଇପଡ଼ା
ଠାରେ ମା’ ବ୍ରାହ୍ମଣୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ଅନୁଗୋଳ ବ୍ରାହ୍ମଣୀଦେଇପଡ଼ା ଠାରେ ମା’ ବ୍ରାହ୍ମଣୀ ଦେବୀଙ୍କ ନୂତନ ମନ୍ଦିର ଓ
ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାର ସୌଭାଗ୍ୟ ଲାଭ କଲି । ମା'ଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା