ଇଦ୍-ଉଲ୍-ଫିତରର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଇଦ୍-ଉଲ୍-ଫିତରର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଇଦ୍-ଉଲ-ଫିତରର ଶୁଭେଚ୍ଛା । ଏହି ପର୍ବ ଆମକୁ ଏକତାର ପ୍ରେରଣା ଦିଏ, ସଦଭାବ
ଇଦ୍-ଉଲ୍-ଫିତରର ଶୁଭେଚ୍ଛା     ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଇଦ୍-ଉଲ୍-ଫିତରର

ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଇଦ୍-ଉଲ-ଫିତରର ଶୁଭେଚ୍ଛା । ଏହି ପର୍ବ ଆମକୁ ଏକତାର ପ୍ରେରଣା

ଦିଏ,

ସଦଭାବ ପ୍ରସାର କରୁ ଏବଂ ସମସ୍ତଙ୍କ ଜୀବନରେ ସମୃଦ୍ଧି ଆଣୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande