ବିଶ୍ୱ ଡାଉନ ସିଣ୍ଡ୍ରୋମ ଦିବସରେ ପୀଡିତମାନଙ୍କ ମନୋବଳ ବଢାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ବିଶ୍ୱ ଡାଉନ ସିଣ୍ଡ୍ରୋମ ଦିବସରେ ପୀଡିତମାନଙ୍କ ମନୋବଳ ବଢାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଡାଉନ ସିଣ୍ଡ୍ରୋମ ଦିବସରେ, ଆସ
ଡାଉନ ସିଣ୍ଡ୍ରୋମ


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ବିଶ୍ୱ ଡାଉନ

ସିଣ୍ଡ୍ରୋମ ଦିବସରେ ପୀଡିତମାନଙ୍କ ମନୋବଳ ବଢାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଡ. ମୁକେଶ

ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ

ଡାଉନ ସିଣ୍ଡ୍ରୋମ ଦିବସରେ, ଆସନ୍ତୁ ଟୁଗେଦର ଏଗେନଷ୍ଟ

ଲୋନଲିନେସବାର୍ତ୍ତାକୁ ଗୁରୁତ୍ୱ ଦେଇ, ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ସ୍ନେହ, ସମ୍ମାନ ଓ ସହଯୋଗ ଦେଇ ସେମାନଙ୍କ ମନୋବଳକୁ ଆହୁରି ଦୃଢ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande