ବିଶ୍ଵ କବିତା ଦିବସର ଶୁଭକାମନା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ବିଶ୍ଵ କବିତା ଦିବସର ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, କବିତା ହେଉଛି ଭାବନା ଓ ଅନୁଭୂତିର ଏକ ଶବ୍ଦରୂପ। ସମାଜକୁ ନୂଆ ଦିଗଦର୍ଶନ ଦେବାରେ କବିତାର ରହ
କବିତା


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ବିଶ୍ଵ କବିତା ଦିବସର

ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ନବୀନ କହିଛନ୍ତି ଯେ, କବିତା ହେଉଛି ଭାବନା ଓ ଅନୁଭୂତିର ଏକ ଶବ୍ଦରୂପ। ସମାଜକୁ ନୂଆ ଦିଗଦର୍ଶନ

ଦେବାରେ କବିତାର ରହିଛି ବଳିଷ୍ଠ ଭୂମିକା। ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ସମସ୍ତଙ୍କୁ ବିଶ୍ଵ

କବିତା ଦିବସରେ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆମ ସଂସ୍କୃତି ଓ ମାନବବାଦକୁ ଆସନ୍ତୁ ସମସ୍ତେ

କବିତା ମାଧ୍ୟମରେ ବହୁଳ ପ୍ରସାରିତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande