ଇଦ ମୁବାରକ ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଇଦ ମୁବାରକ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଏହି ପବିତ୍ର ଅବସରରେ ଆସନ୍ତୁ ଆମେ ଦୟା, ଉଦାରତା ଏବଂ ଏକତାର ମୂଲ୍ୟବୋଧକୁ ଉତ୍ସବ ଭାବରେ ପାଳନ କରିବା। ଇଦ୍
ଇଦ୍


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଇଦ ମୁବାରକ

ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି

ପରିଡା କହିଛନ୍ତି ଯେ, ଏହି ପବିତ୍ର ଅବସରରେ ଆସନ୍ତୁ ଆମେ ଦୟା, ଉଦାରତା ଏବଂ ଏକତାର ମୂଲ୍ୟବୋଧକୁ ଉତ୍ସବ ଭାବରେ ପାଳନ କରିବା। ଇଦ୍

ମୁବାରକ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande