ମଙ୍ଗଳପୁର ଘାଟରୁ ଦିନ ଦ୍ଵିପ୍ରହରରେ ବାଲି ଚୋରା ଚାଲାଣ
କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନରେ ଥିବା ମଙ୍ଗଳପୁର ଘାଟରୁ ଦିନ ଦ୍ଵିପ୍ରହରରେ ଖୁଲମୁଖୁଲା, ବେଇଆନ ଭାବେ ବାଲି ଉତୋଳନ କରାଯାଉଛି, ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେଥିପାଇଁ ବାଲି ମାଫିଆ ମାନେ ମାଇନ
-ମଙ୍ଗଳପୁର ଘାଟରୁ ଦିନ ଦ୍ୱିପ୍ରହର ରେ ବାଲି ଚୋରା ଚାଲାଣ


କେନ୍ଦ୍ରାପଡା, ୨୧ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନରେ ଥିବା ମଙ୍ଗଳପୁର ଘାଟରୁ ଦିନ ଦ୍ଵିପ୍ରହରରେ ଖୁଲମୁଖୁଲା, ବେଇଆନ ଭାବେ ବାଲି ଉତୋଳନ କରାଯାଉଛି, ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେଥିପାଇଁ ବାଲି ମାଫିଆ ମାନେ ମାଇନିଙ୍ଗ ଅଫିସରକୁ ମୋଟା ଆକାର ଟଙ୍କା ଦେଇ ଖୁଲୁମୁଖୁଲା ବେଇଆନି ଭାବେ ବାଲି ଉଠାଉଛନ୍ତି । ଏହି ଫଟୋରେ ଦେଖନ୍ତୁ କେତେ ପରିମାଣରେ ବେଇଆନି ଚୋରା ବାଲି ଉଠୁଛି । କେନ୍ଦ୍ରାପଡା ଜିଲ୍ଲା ପାଳଙ୍କୁ ନିବେଦନ ତୁରନ୍ତ ଏହି ମଙ୍ଗଳପୁର ବାଲି ଘାଟରେ ଚଢ଼ଉ କରି ଏହି ଜେସିବ ମେଶିନକୁ ଜବତ କରିବା ସହିତ ବେଇଆନ ଚୋରା ବାଲି ଉଠାଉ ଥିବା ବାଲି ମାଫିଆ ମାନଙ୍କୁ ଗିରଫ କରନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande