ଏପ୍ରିଲ ୨ରୁ  ଆରମ୍ଭ  ହେବ  ପ୍ରବେଶ  ଉତ୍ସବ  ଓ  ଖଡିଛୁଆଁ  କାର୍ଯ୍ୟକ୍ରମ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଏପ୍ରିଲ ୨ରୁ ଆରମ୍ଭ ହେବ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ । ସମସ୍ତ ସ୍କୁଲରେ ପ୍ରସ୍ତୁତି ହୋଇଛି । ୬ ବର୍ଷରୁ ଅଧିକ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ।୬ ବର୍ଷ ରୁ କମ୍ ବୟସର ପିଲା
ଏପ୍ରିଲ ୨ରୁ  ଆରମ୍ଭ      ହେବ  ପ୍ରବେଶ  ଉତ୍ସବ      ଓ  ଖଡିଛୁଆଁ  କାର୍ଯ୍ୟକ୍ରମ


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)- ଏପ୍ରିଲ ୨ରୁ ଆରମ୍ଭ

ହେବ ପ୍ରବେଶ ଉତ୍ସବ

ଓ ଖଡି ଛୁଆଁ କାର୍ଯ୍ୟକ୍ରମ ।

ସମସ୍ତ ସ୍କୁଲରେ ପ୍ରସ୍ତୁତି ହୋଇଛି । ୬ ବର୍ଷରୁ ଅଧିକ ବୟସର

ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ।୬ ବର୍ଷ ରୁ କମ୍ ବୟସର ପିଲାମାନେ ଶିଶୁ

ବଟିକାରେ ନାମ ଲେଖିପାରିବେ । ଆସ ସ୍କୁଲ ଯିବା ଅଭିଯାନ' ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର

ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସବୁ ଜିଲାର

ସ୍ଥାନୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ

ପତ୍ର ବାଣ୍ଟୁଛନ୍ତି । ଅଭିଭାବକ ମାନଙ୍କୁ ମଧ୍ୟ ଅବଗତ କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande