ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ  ଦୃଷ୍ଟିରେ ରଖି ହୋଇପାରେ ସକାଳୁଆ ସ୍କୁଲ
ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)-ସକାଳୁଆ ହୋଇପାରେ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହ କ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନିଆଯିବ ।
ବର୍ଦ୍ଧିତ ଗ୍ରୀଷ୍ମ     ପ୍ରବାହକୁ  ଦୃଷ୍ଟିରେ ରଖି ହୋଇପାରେ ସକାଳୁଆ     ସ୍କୁଲ


ଭୁବନେଶ୍ୱର, 21 ମାର୍ଚ୍ଚ (ହି.ସ.)-ସକାଳୁଆ

ହୋଇପାରେ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଦ୍ଧିତ

ଗ୍ରୀଷ୍ମ ପ୍ରବାହ କ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନିଆଯିବ ।

ଏହାକୁ ନେଇ ଖୁବ୍ ଶୀଘ୍ର ବିଭାଗ

ବୈଠକ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande