ସାମନ୍ତିଆ ପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ
ଗଂଜାମ, ୨୨ ମାର୍ଚ୍ଚ (ହି.ସ) ପାତ୍ର ପୁରବ୍ଳକ ସାମନ୍ତିଆ ପଲ୍ଲୀ ଅଂଚଳରେ କଲରାପତିଆ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଦିଗପହଣ୍ଡି ଲଂକାଗାଁ ସୁନାଖଳା ପାହାଡଉପରେ କଲରା ପତିଆ ବାଘ ବସିଥିବା କିଛିଲୋକ ଦେଖିବାକୁ ପାଇଥିଲେ । ବାଘର ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆତକିଂତ ହୋ
ସାମନ୍ତିଆ ପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ


ଗଂଜାମ, ୨୨ ମାର୍ଚ୍ଚ (ହି.ସ) ପାତ୍ର ପୁରବ୍ଳକ ସାମନ୍ତିଆ ପଲ୍ଲୀ ଅଂଚଳରେ କଲରାପତିଆ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଦିଗପହଣ୍ଡି ଲଂକାଗାଁ ସୁନାଖଳା ପାହାଡଉପରେ କଲରା ପତିଆ ବାଘ ବସିଥିବା କିଛିଲୋକ ଦେଖିବାକୁ ପାଇଥିଲେ । ବାଘର ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆତକିଂତ ହୋଇ ପଡିଛନ୍ତି । ସାମନ୍ତିଆ ପଲ୍ଲୀ ବନ ବିଭାଗ ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯାଉଛି ଓ ଲୋକେ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ସଚେତନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande