ଶିକାବହେଙ୍ଗା ଗ୍ରାମର ମୁଖ୍ୟ କଂକ୍ରିଟ ରାସ୍ତାର ଶୋଚନୀୟ ଅବସ୍ଥା, ମରାମତି କଲେ ଗ୍ରାମବାସୀ
ବଲାଙ୍ଗିର, ୨୨ ମାର୍ଚ୍ଚ (ହି.ସ.)- ପୁଇଁତଲା ସମିତି ଅନ୍ତର୍ଗତ ସାଉଁତପୁର ଗ୍ରାମ ପଂଚାୟତର ଶିକାବହେଙ୍ଗା ଗ୍ରାମର ମୁଖ୍ୟ କଂକ୍ରିଟ ରାସ୍ତାର ଶୋଚନୀୟ ଅବସ୍ଥା ଦ୍ଵାରା ଯାନବାହାନର ଯିବାଆସିବାରେ ଅସୁବିଧା ଦେଖି ସ୍ଥାନୀୟ ମହିଳା ବାସିନ୍ଦାଙ୍କ ଦ୍ଵାରା ମରାମତି କାମ ଚାଲିଛି। ପାଇପ ବିଛାଇବା ପାଇଁ ଜେସି
ଶିକାବହେଙ୍ଗା ଗ୍ରାମର ମୁଖ୍ୟ କଂକ୍ରିଟ ରାସ୍ତାର ଶୋଚନୀୟ ଅବସ୍ଥା ମରାମତି ରେ ଗ୍ରାମବାସି


ଶିକାବହେଙ୍ଗା ଗ୍ରାମର ମୁଖ୍ୟ କଂକ୍ରିଟ ରାସ୍ତାର ଶୋଚନୀୟ ଅବସ୍ଥା ମରାମତି ରେ ଗ୍ରାମବାସି


ଶିକାବହେଙ୍ଗା ଗ୍ରାମର ମୁଖ୍ୟ କଂକ୍ରିଟ ରାସ୍ତାର ଶୋଚନୀୟ ଅବସ୍ଥା ମରାମତି ରେ ଗ୍ରାମବାସି


ବଲାଙ୍ଗିର, ୨୨ ମାର୍ଚ୍ଚ (ହି.ସ.)- ପୁଇଁତଲା ସମିତି ଅନ୍ତର୍ଗତ ସାଉଁତପୁର ଗ୍ରାମ ପଂଚାୟତର ଶିକାବହେଙ୍ଗା ଗ୍ରାମର ମୁଖ୍ୟ କଂକ୍ରିଟ ରାସ୍ତାର ଶୋଚନୀୟ ଅବସ୍ଥା ଦ୍ଵାରା ଯାନବାହାନର ଯିବାଆସିବାରେ ଅସୁବିଧା ଦେଖି ସ୍ଥାନୀୟ ମହିଳା ବାସିନ୍ଦାଙ୍କ ଦ୍ଵାରା ମରାମତି କାମ ଚାଲିଛି। ପାଇପ ବିଛାଇବା ପାଇଁ ଜେସିବି ଦ୍ଵାରା ରାସ୍ତା ଖୋଳି ୧୭ ଫୁଟ ରାସ୍ତାଟି ସ୍ଥାନେ ସ୍ଥାନେ ମାତ୍ର ୮ ଫୁଟ ରହି ଯାଇଛି। ଦୀର୍ଘ ଦିନ ହୋଇଯାଇଥେଲେ ମଧ୍ୟ ମରାମତିର କିଛି ଆଭାସ ନାହିଁ, ତେଣୁ ଗ୍ରାମର ଲୋକେ ନିଜ ଉଦ୍ୟମରେ ଶ୍ରମଦାନ କରି ରାସ୍ତାରେ ଚଳପ୍ରଚଳ ଉପଯୋଗୀ କରିବାକୁ ଉଦ୍ୟମ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande