ଠକ ବିଲଡର ଅଟକ
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- କୋଟି କୋଟି ଟଙ୍କା ଲୁଟି ନେଇଥିବା ଠକ ବିଲ୍ଡରକୁ ଧରିଲା ପୋଲିସ । ବିଲ୍ଡର ଖଗେଶ୍ଵର ବାରିକ ମଞ୍ଚେଶ୍ବର ଥାନାରେ ଅଟକ । ଶତାଧିକ ଲୋକଙ୍କ ପାଖରୁ ଜମି ଦେବା ପାଇଁ ଲକ୍ଷାଧିକ ଟଙ୍କା ନେଇ ଫେରାର ଥିଲା ବିଲଡର ଖଗେଶ୍ଵର । ଭୁବନେଶ୍ବରରେ ରସୁଲଗଡର
ଠକ ବିଲଡର ଅଟକ


ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- କୋଟି କୋଟି ଟଙ୍କା ଲୁଟି ନେଇଥିବା ଠକ ବିଲ୍ଡରକୁ ଧରିଲା

ପୋଲିସ । ବିଲ୍ଡର ଖଗେଶ୍ଵର ବାରିକ ମଞ୍ଚେଶ୍ବର ଥାନାରେ ଅଟକ । ଶତାଧିକ ଲୋକଙ୍କ ପାଖରୁ ଜମି ଦେବା ପାଇଁ ଲକ୍ଷାଧିକ

ଟଙ୍କା ନେଇ ଫେରାର ଥିଲା ବିଲଡର ଖଗେଶ୍ଵର । ଭୁବନେଶ୍ବରରେ ରସୁଲଗଡରେ ଦୀର୍ଘ ବର୍ଷ ଧରି ଅଫିସ

ଖୋଲି ଲୋକଙ୍କୁ ଲଗାଉ ଥିଲା ଚୂନା I ତେବେ ଅଭିଯୋଗ

ପରେ ପୋଲିସ ତାଙ୍କୁ ଅଟକ ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande