
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଜୁଏଲ ଓରାମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ,କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଶୁଭେଚ୍ଛା।
ଜନଜାତି ସମୁଦାୟଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ସମର୍ପଣ ସତ୍ୟରେ
ପ୍ରଶଂସନୀୟ। ଭଗବାନ ଜଗନ୍ନାଥ ତାଙ୍କୁ ଦୀର୍ଘ, ସୁସ୍ଥ ଏବଂ ସାର୍ଥକ ଜୀବନର ଆଶୀର୍ବାଦ କରୁନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା