ବିଶ୍ଵ ଜଳ ଦିବସରେ ଜଳ ସଂରକ୍ଷଣ କରିବାକୁ ମୁକେଶ ମହାଲିଙ୍ଗଙ୍କ ଆହ୍ୱାନ
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ବିଶ୍ଵ ଜଳ ଦିବସରେ ଜଳ ସଂରକ୍ଷଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜଳ ହିଁ ଜୀବନ, ଜଳ ହିଁ ବର୍ତ୍ତମାନ, ଜଳ ହିଁ ଭବିଷ୍ୟତ । ଜଳର ଆବଶ୍ୟକତା ଏ
ଜଳ


ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ବିଶ୍ଵ ଜଳ ଦିବସରେ ଜଳ ସଂରକ୍ଷଣ କରିବାକୁ

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମନ୍ତ୍ରୀ କହିଛନ୍ତି ଯେ, ଜଳ ହିଁ ଜୀବନ, ଜଳ ହିଁ ବର୍ତ୍ତମାନ, ଜଳ ହିଁ ଭବିଷ୍ୟତ ।

ଜଳର ଆବଶ୍ୟକତା ଏବଂ ଗୁରୁତ୍ଵ ବିଷୟରେ ଆମେ ସମସ୍ତେ ଅବଗତ। ଆସନ୍ତୁ

ବିଶ୍ଵ ଜଳ ଦିବସ ଅବସରରେ ଜଳର ସଂରକ୍ଷଣ ସହ ଏହାର ସଦୁପଯୋଗ କରିବା ଦିଗରେ ବ୍ୟାପକ ଜନ ସଚେତନତା

ସୃଷ୍ଟି କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande