ସାବରମତୀ ଆଶ୍ରମ ପରିଦର୍ଶନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଆଜି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସୁପ୍ରସିଦ୍ଧ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପବିତ୍ର ଭୂମି ମହାତ୍ମା ଗାନ୍ଧୀ ଜୀଙ୍କ ଆଦର୍ଶ, ବ୍ୟକ୍ତିତ୍ୱ ଏବ
ପ୍ରଭାତି ପରିଡା


ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଆଜି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସୁପ୍ରସିଦ୍ଧ

ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପବିତ୍ର ଭୂମି ମହାତ୍ମା ଗାନ୍ଧୀ ଜୀଙ୍କ ଆଦର୍ଶ, ବ୍ୟକ୍ତିତ୍ୱ ଏବଂ

ସେବା ମନୋଭାବର ସ୍ମୃତି ବହନ କରୁଛି । ସତ୍ୟ ଓ ଅହିଂସାର ମାର୍ଗ ଦେଖାଇ ସମଗ୍ର ବିଶ୍ୱର ଅଗଣିତ

ଜନତାଙ୍କୁ ପ୍ରେରଣା ଦେଇଆସିଥିବା ସାବରମତୀ ମାଟିକୁ କୋଟି କୋଟି ପ୍ରଣାମ ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande