
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ବିଶ୍ୱ ଜଳ ଦିବସରେ ଜଳ ସରଂକ୍ଷଣ କରିବାକୁ
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଭାତି ପରିଡା କହିଛନ୍ତି ଯେ, ଜଳ ହିଁ ଜୀବନ, ପ୍ରତି ଜଳ ବିନ୍ଦୁ
ଅତ୍ୟନ୍ତ ମୂଲ୍ୟବାନ । ଜଳ ସରଂକ୍ଷଣ ଓ ସଦୁପଯୋଗ ଆମ ସମସ୍ତଙ୍କ କର୍ତ୍ତବ୍ୟ । ବିଶ୍ୱ ଜଳ ଦିବସ
ଏହି ମହତ ଉଦ୍ଦେଶ୍ୟ ପାଇଁ ସଂକଳ୍ପ ନେବାର ଦିନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା