୨୦୨୭ ଜନଗଣନା ପାଇଁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ପ୍ରସ୍ତୁତି
୨୦୨୭ ଜନଗଣନା ପାଇଁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ପ୍ରସ୍ତୁତି
୨୦୨୭ ଜନଗଣନା ପାଇଁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପ୍ରଶିକ୍ଷଣ

୨୦୨୭ ଜନଗଣନା ପାଇଁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପ୍ରଶିକ୍ଷଣ

୨୦୨୭ ଜନଗଣନା ପାଇଁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପ୍ରଶିକ୍ଷଣ

୨୦୨୭ ଜନଗଣନା ପାଇଁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପ୍ରଶିକ୍ଷଣ

ସମ୍ବଲପୁର, ୨୫, ମାର୍ଚ୍ଚ (ହି.ସ.) - ଆସନ୍ତା ୨୦୨୭ ରେ ପ୍ରଥମ ପର୍ଯ୍ୟାୟ ଜନଗଣନା ନିମନ୍ତେ ସମ୍ବଲପୁର ସଦର ତହସିଲରେ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ ଶିବିର ଚଳିତ ମାସ ମାର୍ଚ୍ଚ ୨୪ ତାରିଖରୁ ୨୬ ପର୍ଯ୍ୟନ୍ତ , ମାର୍ଚ୍ଚ ୩୦ ରୁ ଏପ୍ରିଲ ମାସ ୨ ତାରିଖ ପର୍ଯ୍ୟନ୍ତ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଶାସନ ଠାରେ, ଏପ୍ରିଲ ୪ ରୁ ୭ ତାରିଖ ପର୍ଯ୍ଯନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଶାଳା ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି । ଏହି ଶିବିରରେ ମୋଟ ୧୩୭ ଜଣ ପ୍ରଶିକ୍ଷକ ଓ ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ପର୍ଯ୍ୟାୟରେ ସଦର ତହସିଲଦାର ଅଭିଜିତ ମହନ୍ତ ଚାର୍ଜ ଅଫିସର, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ସାହୁ ଓ ରଫିକ୍ ଅହମଦ ଫିଲ୍ଡ ଟ୍ରେନର ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande