‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ‘ରୁକୁଣା ରଥଯାତ୍ରା’ର ଶୁଭକାମନା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ‘ରୁକୁଣା ରଥଯାତ୍ରା’ର ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର ଅଶୋକାଷ୍ଟମୀ ତଥା ପ୍ରଭୁ ଲିଙ୍ଗରାଜଙ୍କ
ରୁକୁଣା ରଥ


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ

‘ରୁକୁଣା ରଥଯାତ୍ରା’ର ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର ଅଶୋକାଷ୍ଟମୀ ତଥା ପ୍ରଭୁ ଲିଙ୍ଗରାଜଙ୍କ

ରୁକୁଣା ରଥଯାତ୍ରା ଉପଲକ୍ଷେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁଙ୍କ

ଆଶୀର୍ବାଦରୁ ସଭିଙ୍କ ଜୀବନ ମଙ୍ଗଳମୟ ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande