ପୋଷ୍ଟର ସାଧାରଣ ଲୋକେ ମାରିଛନ୍ତି- ବିଜେପି
ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ବେନାମୀ ପୋଷ୍ଟର ନେଇ ବିଜେପିର ପ୍ରତିକ୍ରିୟା । ବିଜେଡ଼ି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଯେ, ଏ ପୋଷ୍ଟର ସାଧାରଣ ଲୋକେ ମାରିଛନ୍ତି । ଆମେ ମାରିଥିଲେ ଗେରୁଆ ହେଇଥାନ୍ତା । ତାଙ୍କ ଦଳ
ପୋଷ୍ଟର ସାଧାରଣ ଲୋକେ     ମାରିଛନ୍ତି- ବିଜେପି


ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ବେନାମୀ ପୋଷ୍ଟର

ନେଇ ବିଜେପିର ପ୍ରତିକ୍ରିୟା । ବିଜେଡ଼ି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ବିଧାୟକ ସନ୍ତୋଷ

ଖଟୁଆ କହିଛନ୍ତି ଯେ, ଏ ପୋଷ୍ଟର ସାଧାରଣ ଲୋକେ ମାରିଛନ୍ତି । ଆମେ ମାରିଥିଲେ ଗେରୁଆ ହେଇଥାନ୍ତା

। ତାଙ୍କ ଦଳ ଭିତରେ ଥିବା ଅସନ୍ତୁଷ୍ଟ ବି ଏଥିରେ ବି ସାମିଲ୍ ଅଛନ୍ତି । ଆଗକୁ ଗାଁ ଗହଳିରେ

ମାରି ପାରନ୍ତି ଲୋକେ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande