ରାଜଧାନୀ ସାରା ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ, ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର
ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ରାଜଧାନୀ ସାରା ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ । ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର । ଚକ୍ରାନ୍ତକାରୀ ମାନଙ୍କ କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା । ବିଜେପିର ସହଯୋଗରେ ଚକ୍ରାନ୍ତକାରୀ ମାନେ ପୋଷ୍ଟର ଲଗ
ରାଜଧାନୀ ସାରା ବେନାମୀ     ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ, ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର


ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ରାଜଧାନୀ ସାରା

ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ । ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର ।

ଚକ୍ରାନ୍ତକାରୀ ମାନଙ୍କ କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା । ବିଜେପିର ସହଯୋଗରେ

ଚକ୍ରାନ୍ତକାରୀ ମାନେ ପୋଷ୍ଟର ଲଗାଇଛନ୍ତି ବୋଲି ବିଜେଡ଼ି ବିଧାୟକ ଧ୍ରୁବ ସାହୁ କହିଛନ୍ତି ।

ସେମାନେ 3 ମାସ ଆଗରୁ ନିଜେ ଚକ୍ରାନ୍ତ କରିଥିଲେ ବୋଲି ନିଜେ ସ୍ୱୀକାର

କରିଛନ୍ତି । ବିଜୁ, ନବୀନ

ପରିବାର ସବୁବେଳେ ତ୍ୟାଗ ପାଇଁ ପରିଚିତ । ହେଲେ କିଛି ଫରକ ପଡ଼ିବନି । ନବୀନ ବାବୁଙ୍କ ଉପରେ

ଯେତେ ଚେଷ୍ଟା କଲେ ବି ଚକ୍ରାନ୍ତକାରୀ କଳା ଦାଗ ଲଗାଇପାରିବେ ନାହିଁ । ସବୁ ଉଦ୍ୟମ ପଣ୍ଡ ହେବ ବୋଲି

ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande