ବିଜେପି ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁନି - ତାରା ବାହିନୀପତି
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ଶ୍ୱେତପତ୍ର ପ୍ରକାଶ ପରେ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଏ ସରକାର ଯେଉଁ ଶ୍ୱେତପତ୍ର ଦେଇଛନ୍ତି, ସେଥିରୁ ଜଣା ପଡ଼ିଛି ସବୁ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଇଛି। ଅପରାଧ ବଢିବା ଦ୍ୱାରା ବେକାରୀ ବଢ଼ିଛି। ରାଜ୍ୟର
tara bahinipatti


ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ଶ୍ୱେତପତ୍ର ପ୍ରକାଶ ପରେ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଏ ସରକାର ଯେଉଁ ଶ୍ୱେତପତ୍ର ଦେଇଛନ୍ତି, ସେଥିରୁ ଜଣା ପଡ଼ିଛି ସବୁ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଇଛି। ଅପରାଧ ବଢିବା ଦ୍ୱାରା ବେକାରୀ ବଢ଼ିଛି। ରାଜ୍ୟରେ ଆଇନ ନାହିଁ, ଶୃଙ୍ଖଳା ଆସିବ କେଉଁଠି । ପିଲା ଚୋରୀ ଓ ଶିଶୁ ନିର୍ଯ୍ୟାତନା ବଢିଛି । ବିଜେପି ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande