ବେଆଇନ ଇଟାଭାଟି ଚଢାଉ୪ ଲକ୍ଷଟଙ୍କା ଜୋରିମାନା ଆଦାୟ
ଘଟଗାଁ ୨୮ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଅଂଚଳରେ ଦିନକୁ ଦିନ ବେଆଇନରେ ଇଟା ମାଫିଆଙ୍କ ଦ୍ୱାରା ଗଢି ଉଠୁଥିବା ଅଭିଯୋଗ ହୋଇ ଆସୁଥିଲେହେଁ ଘଟଗାଁ ତହସିଲର ନିଯୁକ୍ତି ପ୍ରାପ୍ତ କେତେକ ଅସାଧୁକର୍ମଚାରୀଙ୍କ ମନମୁଖୀ ଓସଲା ସୁତୁରା ଯୋଗୁଁ କୌଣସି ପଦକ
ବେଆଇନ ଇଟାଭାଟି ଚଢାଉ୪ ଲକ୍ଷଟଙ୍କା ଜୋରିମାନା ଆଦାୟ


ଘଟଗାଁ ୨୮ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଅଂଚଳରେ ଦିନକୁ ଦିନ ବେଆଇନରେ ଇଟା ମାଫିଆଙ୍କ ଦ୍ୱାରା ଗଢି ଉଠୁଥିବା ଅଭିଯୋଗ ହୋଇ ଆସୁଥିଲେହେଁ ଘଟଗାଁ ତହସିଲର ନିଯୁକ୍ତି ପ୍ରାପ୍ତ କେତେକ ଅସାଧୁକର୍ମଚାରୀଙ୍କ ମନମୁଖୀ ଓସଲା ସୁତୁରା ଯୋଗୁଁ କୌଣସି ପଦକ୍ଷେପ ନିଆଯାଉନ ଥିବା ଅଭିଯୋଗ ଜିଲ୍ଲା ପ୍ରଶାସନ ପାଇଁ ଇଟାଭାଟି ଉପରେ ଚଢାଉ କରି ଜୋରିମାନା କରାଯିବାକୁ ନିର୍ଦେଶ ପାଇ ଘଟଗାଁ ତହସିଲଦାର ଚାରୁଲତା ସିଂହ ଢେଙ୍କିକୋଟ ବସନ୍ତପୁର ଗଦାଧରପୁର

ଘଟଗାଁ ତରା ରଜସ୍ୱସର୍କଲରେ ବେଆଇନ ଭାବେ ଗଢିଉଠିଥିବା୪୫ ଟି ଇଟାଭାଟି ଚଢାଉ କରି ୪ ଲକ୍ଷ ଟଙ୍କା ଜୋରିମାନାଆଦାୟ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ଏହିପରି ପ୍ରତି ମାସ ଚଢାଉ ଜାରି ରଖି ଜୋରିମାନା ଆଦାୟ କରାଗଲେ ଇଟା ମାଫିଆମାନଙ୍କ ଉପରେ ଅଙ୍କୁଶ ଲାଗି ପାରନ୍ତା ବୋଲି ସିନା ରଣରେ ମତପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande