
ମୁଖୀଗୁଡ଼ା,୨୮ ମାର୍ଚ୍ଚ(ହି.ସ.) – କଳାହାଣ୍ଡି ଜିିଲ୍ଲା ଜୟପାଟଣା ଓକିଲ ସଂଘର ସମସ୍ତ ନୂତନ କର୍ମକର୍ତା ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି । ନିହାର ରଂଜନ ବେହେରା ସଭାପତି, ତପନ କିରଣ ପାଢି ଉପସଭାପତି, ପ୍ରମୋଦ କୁମାର ପଣ୍ଡା ସମ୍ପାଦକ, ସୌମ୍ୟରଂଜନ ହୋତା ଯୁଗ୍ମ ସମ୍ପାଦକ, ଅର୍ଦ୍ଧେନ୍ଦୁ ପଣ୍ଡା ସହ ସମ୍ପାଦକ, ଜୟପ୍ରକାଶ ବିନୟ ଭୂଷଣ ପଣ୍ଡା କୋଷାଧ୍ୟକ୍ଷ, ରଜନୀକାନ୍ତ ପଣ୍ଡା, ପଦ୍ମ ଚରଣ ନାଏକ, ଗଙ୍ଗାଧର ପାତ୍ର, ସୌଦାମିନୀ ଦ୍ୱିବେଦୀ ଏବଂ ନେହା ଶର୍ମା କାର୍ଯ୍ୟକାରୀ ସଦସ୍ୟଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଗଙ୍ଗାଧର ପାତ୍ର ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ନିହାର