ଟେକ୍ନୋଲୋଜି ଦୃଷ୍ଟିରୁ ଏଆଇ ସହ ଯୋଡିହେବା ଆମ ସମସ୍ତଙ୍କ ପାଇଁ ଆବଶ୍ୟକ- ଆଇନମନ୍ତ୍ରୀ
ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ଟେକ୍ନୋଲୋଜି ଦୃଷ୍ଟିରୁ ଏଆଇ ସହ ଯୋଡିହେବ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସାଇବର ସିକ୍ୟୁରିଟି ଆମ ସମସ୍ତଙ୍କ ପାଇଁ ବଡ଼ ବିପଦ ହୋଇ ଠିଆ ହୋଇଛି | ତା ବିରୁଦ୍ଧରେ କେମି
ଟେକ୍ନୋଲୋଜି ଦୃଷ୍ଟିରୁ ଏଆଇ     ସହ ଯୋଡିହେବା ଆମ ସମସ୍ତଙ୍କ ପାଇଁ ଆବଶ୍ୟକ- ଆଇନମନ୍ତ୍ରୀ


ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ଟେକ୍ନୋଲୋଜି

ଦୃଷ୍ଟିରୁ ଏଆଇ ସହ ଯୋଡିହେବ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ସୂଚନା ଦେଇଛନ୍ତି । ସାଇବର ସିକ୍ୟୁରିଟି ଆମ ସମସ୍ତଙ୍କ ପାଇଁ ବଡ଼ ବିପଦ ହୋଇ ଠିଆ

ହୋଇଛି | ତା ବିରୁଦ୍ଧରେ କେମିତି କାମ କରାଯିବ

କ୍ରାଇମବ୍ରାଞ୍ଚ ଠାରୁ ଆରମ୍ଭ କରି ସାଇବର ସିକ୍ୟୁରିଟି ପର୍ଯ୍ୟନ୍ତ ସେ କଥାକୁ ଆଗକୁ ନେଉଛନ୍ତି |

ଏଆଇର ବ୍ୟବହାର ଫଳରେ 30 ଦିନର କାମ 10 ମିନିଟରେ ହେଉଛି |ବିଭିନ୍ନ ଆପ୍ଲିକେସନ ଆମେ ବ୍ୟବହାର କରୁଛୁ

ହିତାଧିକାରୀଙ୍କ ଚୟନ ଠାରୁ ଆରମ୍ଭ କରି ଡାଟାବେଶ ମେଣ୍ଟେନ କରି ଏସବୁରେ ଏଆଇର ବ୍ୟବହାର କରି

ତାର ଗତିଶୀଳତାକୁ ବଢେଇବା ଫଳରେ ଆମେ ଭଲ ଗଭର୍ଣ୍ଣାନ୍ସ ମଡ଼େଲ ପାଇପାରିବା । ଆଗାମୀ ଦିନରେ ଏହାର ସୁଫଳ ମିଳିବ ବୋଲି ମନ୍ତ୍ରୀ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande