ପୁରୀରେ ପହଁଚିଲା ଚତୁର୍ଥ ଦଫା ରଥ କାଠ
ପୁରୀ, 30 ମାର୍ଚ୍ଚ (ହି.ସ.) ଗତକାଲି ବିଳମ୍ବିତ ରାତିରେ ପୁରୀ ରଥଖଳାରେ ଚତୁର୍ଥ ଦଫା ରଥ ଆସି ପହଞ୍ଚିଛି | ଏହି ରଥ କାଠ ବୌଦ୍ଧ ବନଖଣ୍ଡ ମାଧେପୁର ରେଞ୍ଜରୁ ଧଉରା କାଠ ୧୨ ପୁଟିଆ ୩୭ ଗୋଟି ଏବଂ ୨୦ ଫୁଟିଆ ୧୫ ଗୋଟିକାଠ ଏପରି ମୋଟ ୫୨ ଖଣ୍ଡ କାଠ ଦୁଇଗୋଟି ଟ୍ରକରେ ଆସି ପହଞ୍ଚି ଥିବା ଶ୍ରୀମନ୍ଦିର ପ
ପୁରୀ ରେ ପହଁଚିଲା ଚତୁର୍ଥ ଦଫା ରଥ କାଠ


ପୁରୀ ରେ ପହଁଚିଲା ଚତୁର୍ଥ ଦଫା ରଥ କାଠ


ପୁରୀ, 30 ମାର୍ଚ୍ଚ (ହି.ସ.) ଗତକାଲି ବିଳମ୍ବିତ ରାତିରେ ପୁରୀ ରଥଖଳାରେ ଚତୁର୍ଥ ଦଫା ରଥ ଆସି ପହଞ୍ଚିଛି | ଏହି ରଥ କାଠ ବୌଦ୍ଧ ବନଖଣ୍ଡ ମାଧେପୁର ରେଞ୍ଜରୁ ଧଉରା କାଠ ୧୨ ପୁଟିଆ ୩୭ ଗୋଟି ଏବଂ ୨୦ ଫୁଟିଆ ୧୫ ଗୋଟିକାଠ ଏପରି ମୋଟ ୫୨ ଖଣ୍ଡ କାଠ ଦୁଇଗୋଟି ଟ୍ରକରେ ଆସି ପହଞ୍ଚି ଥିବା ଶ୍ରୀମନ୍ଦିର ପ୍ରଶାସନ ଗଣମାଧ୍ୟମ କୁ ସୂଚନା ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande