
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ବାଲେଶ୍ୱର ଜିଲ୍ଲାରେ ସରକାରୀ ବାବୁ ସୁରକ୍ଷିତ ନୁହନ୍ତି
। 157 ଜଣ ସରକାରୀ
ଅଧିକାରୀଙ୍କୁ ଆକ୍ରମଣ ଘଟଣା ବାଲେଶ୍ୱରରେ ହିଁ ପଞ୍ଜିକୃତ ହୋଇଛି । ରାଜ୍ୟରେ 1286 ଟି ଏପରି ମାମଲା
ରହିଛି ଯେଉଁଠି ସରକାରୀ ବାବୁ ଆକ୍ରମଣର ଶିକାର ହୋଇଛନ୍ତି । ସେଥିରେ 1083 ଜଣଙ୍କୁ ଗିରଫ
କରାଯାଇଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା