ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା । ଲୋୟର ପିଏମଜିରେ ଗଣଧାରଣା ଦେଲେ 10 ଟି ରାଜନୈତିକ ଦଳ । ଏସସିବି ଅଗ୍ନିକାଣ୍ଡ ମୃତକଙ୍କୁ ନ୍ୟାୟ ଏବଂ ଏହି ଘଟଣାରେ ଦାୟୀ ଅଧିକାରୀଙ୍କୁ ଗିରଫ ଦାବିରେ ଏହି ଗଣଧାରଣା ଆୟୋଜିତ ହୋଇଛି । ଏ
ମିଳିତ ବିରୋଧୀ ଦଳ ତରଫରୁ     ବିଶାଳ ଗଣଧାରଣା


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ମିଳିତ ବିରୋଧୀ

ଦଳ ତରଫରୁ ବିଶାଳ ଗଣଧାରଣା । ଲୋୟର ପିଏମଜିରେ ଗଣଧାରଣା ଦେଲେ 10 ଟି ରାଜନୈତିକ ଦଳ । ଏସସିବି

ଅଗ୍ନିକାଣ୍ଡ ମୃତକଙ୍କୁ ନ୍ୟାୟ ଏବଂ ଏହି ଘଟଣାରେ ଦାୟୀ ଅଧିକାରୀଙ୍କୁ ଗିରଫ ଦାବିରେ ଏହି

ଗଣଧାରଣା ଆୟୋଜିତ ହୋଇଛି । ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା, ହାଇକୋର୍ଟ ବିଚାରପତିଙ୍କ ଦ୍ଵାରା ନ୍ୟାୟିକ ତଦନ୍ତ,

ମୃତକ ପରିବାରକୁ 1 କୋଟି ସହାୟତା ରାଶି ସହ ଆହତଙ୍କୁ 5 ଲକ୍ଷ ଟଙ୍କା

କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ରାଜନୈତିକ ଦଳ ।

ଆଜିର ଗଣଧାରଣାରେ କଂଗ୍ରେସ, ବିଜେଡି, ସିପିଆଇ,ସିପିଆଲ (ଏମ ), ସିପିଆଇ (ଏମ. ଏଲ )ଲିବରେସନ, ଫରୱାର୍ଡ଼ ବ୍ଲକ, ଏନ ସି ପି, ଆର

ଜେଡି, ସମତା କାନ୍ତି ଦଳ ପ୍ରମୁଖ ସାମିଲ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande