ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ଦେଇଥିବା ମନ୍ତବ୍ୟ ଓଡିଶା ଜାତି ପାଇଁ ଅସମ୍ମାନ- ଅଶୋକ ଦାସ
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ଦେଇଥିବା ମନ୍ତବ୍ୟ ଓଡିଶା ଜାତି ପାଇଁ ଅସମ୍ମାନ ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି । ସଂସଦରେ ପଣ୍ଡିତ ଜବାହାର ନେହେରୁଙ୍କ ପ୍ରତି ଦିଆଯାଉଥିବା ମନ୍ତବ୍ୟ ବି ଠିକ ନୁହେଁ । ଆଗ ପୂଜ୍ୟ ପୂଜାଙ୍
ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ଦେଇଥିବା ମନ୍ତବ୍ୟ     ଓଡିଶା ଜାତି ପାଇଁ ଅସମ୍ମାନ- ଅଶୋକ ଦାସ


ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ଦେଇଥିବା

ମନ୍ତବ୍ୟ ଓଡିଶା ଜାତି ପାଇଁ ଅସମ୍ମାନ ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି । ସଂସଦରେ

ପଣ୍ଡିତ ଜବାହାର ନେହେରୁଙ୍କ ପ୍ରତି ଦିଆଯାଉଥିବା ମନ୍ତବ୍ୟ ବି ଠିକ ନୁହେଁ । ଆଗ ପୂଜ୍ୟ ପୂଜାଙ୍କୁ

ସମ୍ମାନଦେବା ଶିଖନ୍ତୁ । ବିଜୁଙ୍କୁ ଅସାମ୍ମାନ ଓଡିଶା ଅସ୍ମିତା କଥା । ତେଣୁ ଏକଥା ଗୃହରେ

ଆଲୋଚନାକୁ ଆସୁ । ନିନ୍ଦା ପ୍ରସ୍ତାବ ଗୃହୀତ ହେଉ ବୋଲି ସେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande