ଦିଲ୍ଲୀରେ ଓଡିଶା ଜାତି ପ୍ରତି ଅପମାନ ବାରମ୍ବାର ହେଉଛି- ରାମ ଚନ୍ଦ୍ର କାଡାମ
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ଦିଲ୍ଲୀରେ ଓଡିଶା ଜାତି ପ୍ରତି ଅପମାନ ବାରମ୍ବାର ହେଉଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ କହିଛନ୍ତି । ଆଜି ସଂସଦ ଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉପର ପ୍ରହାର କରାଯାଉଛି । ଓଡିଶାର ସ୍ୱାଭିମାନ ବିଜୁ ପଟ୍ଟନାୟକ । ଦ
ଦିଲ୍ଲୀରେ ଓଡିଶା ଜାତି ପ୍ରତି ଅପମାନ ବାରମ୍ବାର ହେଉଛି- ରାମ     ଚନ୍ଦ୍ର କାଡାମ


ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ଦିଲ୍ଲୀରେ ଓଡିଶା ଜାତି ପ୍ରତି ଅପମାନ

ବାରମ୍ବାର ହେଉଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ କହିଛନ୍ତି ।

ଆଜି ସଂସଦ ଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉପର ପ୍ରହାର

କରାଯାଉଛି । ଓଡିଶାର ସ୍ୱାଭିମାନ ବିଜୁ ପଟ୍ଟନାୟକ । ଦେଶର ଗର୍ବ ଗୌରବ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ । ପାରାଦ୍ୱୀପ

ବନ୍ଦର ବିଜୁ ପଟ୍ଟନାୟକଙ୍କ ଯୋଗୁଁ ପ୍ରତିଷ୍ଠା ହୋଇଥିଲା । ଇଂରେଜର ଦଲାଲ ଥିବା ଲୋକ ଆଜି ଅନେକ

ପ୍ରଶ୍ନ ଉଠାଉଛନ୍ତି । ଦେଶ ପରାଧୀନ ଥିଲା ବେଳେ ଏମାନେ ଇଂରେଜ ସହ ସାମିଲ ଥିଲେ । ଏମାନେ

ନାଥୁରାମ ଗୋଡ଼ସେଙ୍କ ସନ୍ତାନ ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande