
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ଦେଶବାସୀଙ୍କୁ ମହାବୀର ଜୟନ୍ତୀର ଶୁଭେଚ୍ଛା
ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ସମସ୍ତ ଦେଶବାସୀଙ୍କୁ ଭଗବାନ ମହାବୀର ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା।
ଭଗବାନ ମହାବୀରଙ୍କ ଜୀବନ ତ୍ୟାଗ, ତପସ୍ୟା, ଅହିଂସା ଏବଂ ସତ୍ୟର
ସର୍ବୋଚ୍ଚ ଆଦର୍ଶର ପ୍ରତୀକ। ତାଙ୍କର ଚିନ୍ତାଧାରା ଆଜି ମଧ୍ୟ ସମାଜକୁ ଶାନ୍ତି, ସଦ୍ଭାବ ଏବଂ ନୈତିକତାର
ଦିଗରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା