
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ନାମାଙ୍କନ ପତ୍ର ଦାଖଲ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସମେତ ତିନି ଜଣ ନାମାଙ୍କନ ଭରିଛନ୍ତି । ୧୦୦ ପ୍ରତିଶତ ଜିତିବା ନେଇ ଆଶାବାଦୀ । ବିଜେଡ଼ି ଓ କଂଗ୍ରେସ ମେଂଟ ଦ୍ୱାରା କିଛି ପ୍ରଭାବ ପଡ଼ିବନି । କଂଗ୍ରେସ ଓ ବିଜେଡ଼ି ପୂର୍ବରୁ ମିଶିକି ଅଛନ୍ତି । ଏଥିରେ କୌଣସି ନୂଆ କଥା ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା