ଓଡ଼ିଶା ଦିବସର ଶୁଭକାମନା ଜଣାଇଲେ ଅମିତ ଶାହ
ନୂଆଦିଲ୍ଲୀ, 01 ଏପ୍ରିଲ୍ (ହି.ସ.)- ଓଡ଼ିଶା ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ଅନେକ ଶୁଭେଚ୍ଛା। ପ୍ରଭୁ ଶ୍ରୀଜଗନ
ଓଡ଼ିଶା ଦିବସ


ନୂଆଦିଲ୍ଲୀ, 01 ଏପ୍ରିଲ୍ (ହି.ସ.)- ଓଡ଼ିଶା ଦିବସର

ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ଅନେକ

ଶୁଭେଚ୍ଛା।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ

ଦିବ୍ୟ କୃପାରୁ ସାଂସ୍କୃତିକ ବୈଭବ ଏବଂ ଐତିହ୍ୟ ସମ୍ପନ୍ନ ଓଡ଼ିଶା ଭାରତର ସ୍ୱାଭିମାନ ଭାବରେ

ଚମକୁଛି। ବିକଶିତ ଭାରତ ଯାତ୍ରାରେ ଓଡ଼ିଶା ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖରକୁ ସ୍ପର୍ଶ କରୁ, ଏହାହିଁ କାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande