ଦେଶି ମଦ ଚାଲାଣ ବେଳେ ଚଢଉ, ୩ ଗିରଫ
ଜୟପୁର, ୧୦ ଏପ୍ରିଲ୍ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓ ନିରିକ୍ଷକ କାର୍ଯ୍ୟ।ଳୟ ତରଫରୁ ମିଳିତ ଚଢଉ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ନୁଆପୁଟ ଓ କୁମ୍ଭାରଗୁଡାର ୨ ଜଣ ମହିଳା ଅଭିଯୁକ୍ତଙ୍କ ସମେତ ବାର୍ଲାହାଣ୍ଡିର ଦୁର୍ଜନ ବିଷୋୟୀକୁ ଗିରଫ କରିଛି ।ଜୟପୁର ଅବକାର
ଦେଶି ମଦ ଚାଲାଣ ବେଳେ ଚଢାଉ, ୩ ଗିରଫ


ଜୟପୁର, ୧୦ ଏପ୍ରିଲ୍ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓ ନିରିକ୍ଷକ କାର୍ଯ୍ୟ।ଳୟ ତରଫରୁ ମିଳିତ ଚଢଉ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ନୁଆପୁଟ ଓ କୁମ୍ଭାରଗୁଡାର ୨ ଜଣ ମହିଳା ଅଭିଯୁକ୍ତଙ୍କ ସମେତ ବାର୍ଲାହାଣ୍ଡିର ଦୁର୍ଜନ ବିଷୋୟୀକୁ ଗିରଫ କରିଛି ।ଜୟପୁର ଅବକାରି ଥାନା ଓ ନିରିକ୍ଷକ କାର୍ଯ୍ୟ।ଳୟ ନୁଆପୁଟ, ବାର୍ଲାହାଣ୍ଡି ଓ କୁମ୍ଭାରଗୁଡା ଠାରେ ଚଢଉ କରିଛି । ଚଢଉ କରି ୫୬ ଲିଟର ଦେଶି ମଦକୁ ଜବତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ ଚାଲାଣ କରିଥିବା ବିଷୟ ଜୟପୁର ଅବକାରୀ ନିରିକ୍ଷକ ଅଜୟ ନାୟକ ଓ ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande