ଛେନାପୋଡ଼ ଦିବସ ପାଳିତ
ଛେନାପୋଡ଼ ଦିବସ ପାଳିତ
ଛେନାପୋଡ଼ ଦିବସ ପାଳିତ


ଛେନାପୋଡ଼ ଦିବସ ପାଳିତ


ଛେନାପୋଡ଼ ଦିବସ ପାଳିତ


ସମ୍ବଲପୁର, ୧୧, ଏପ୍ରିଲ୍ (ହି.ସ.) ରାଜ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ଦିବସ ପାଳିତ ହେଉଥିବା ବେଳେ ଆଜି ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ସୋନପୁର ଅଞ୍ଚଳର ଜନୈକ ଶ୍ରଦ୍ଧାଳୁ ନିଜ ମାନସିକତା ନେଇ ଆଣିଥିବା ୮ ପ୍ରକାରର ଛେନାପୋଡ଼ ମାଁ ସମଲେଶ୍ୱରୀଙ୍କ ନିକଟରେ ସମର୍ପଣ ହୋଇଥିବା ଦେଖାଯାଇଛି । ସମଲେଶ୍ୱରୀ ମନ୍ଦିରର ଟ୍ରଷ୍ଟି ସଞ୍ଜୟ ବାବୁ ଆନୁଷ୍ଠାନିକ ପୂଜା ବିଧି ଅନୁଯାୟୀ ଏହି ଛେନାପୋଡ଼ ଗ୍ରହଣ ପୂର୍ବକ ଯଥାବିଧି ମାଁ'ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ପୂଜକଙ୍କ ଦ୍ବାରା ସମର୍ପଣ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande