ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ବମ୍ ସ୍କ୍ୱାଡ଼ ପକ୍ଷରୁ ଜୋରଦାର ଚେକିଂ
ସମ୍ବଲପୁର, ୧୦ ଏପ୍ରିଲ୍(ହି.ସ.) – ସମ୍ବଲପୁର ସହରରେ ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସମ୍ବଲପୁର ପୋଲିସ ସହରର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ଜୋରଦାର ଚେକିଂ କରିଛି। ହନୁମାନ ଜୟନ୍ତୀ ବାଇକ ରାଲି ପାଈଁ ସୁନାପାଲି, ମୋତିଝରଣ ଅଂଚଳରେ ଏହି ଚେକିଂ କଡା କଡ଼ି ଭାବେ କରାଯାଉଛି। ବ
ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା :  ବମ୍ବ ସ୍କ୍ୱାଡ଼ ପକ୍ଷରୁ ଜୋରଦାର ଚେକିଂ


ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା :  ବମ୍ବ ସ୍କ୍ୱାଡ଼ ପକ୍ଷରୁ ଜୋରଦାର ଚେକିଂ


ସମ୍ବଲପୁର, ୧୦ ଏପ୍ରିଲ୍(ହି.ସ.) – ସମ୍ବଲପୁର ସହରରେ ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସମ୍ବଲପୁର ପୋଲିସ ସହରର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ଜୋରଦାର ଚେକିଂ କରିଛି। ହନୁମାନ ଜୟନ୍ତୀ ବାଇକ ରାଲି ପାଈଁ ସୁନାପାଲି, ମୋତିଝରଣ ଅଂଚଳରେ ଏହି ଚେକିଂ କଡା କଡ଼ି ଭାବେ କରାଯାଉଛି। ବମ୍ବ ସ୍କ୍ୱାଡ଼ ସହ କେ-୯ ଡଗ୍ ସ୍କ୍ୱାଡ଼ ଏହି ଚେକିଂରେ ସାମିଲ ହୋଇଛି। ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ କୌଣସି ଅପ୍ରିତିକାର ପରିସ୍ଥିତି ଯେପରି ସୃଷ୍ଟି ନହେବ ସେଥିପାଇଁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ତନଖି ସହ ଚାଲିଛି ଚେକିଂ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande