କଡ଼ା ସୁରକ୍ଷାରେ ହନୁମାନ ଜୟନ୍ତୀ ବାଇକ ରାଲି
କଡ଼ା ସୁରକ୍ଷାରେ ହନୁମାନ ଜୟନ୍ତୀ ବାଇକ ରାଲି
କଡ଼ା ସୁରକ୍ଷାରେ  ହନୁମାନ ଜୟନ୍ତୀ ବାଇକ ରାଲି


କଡ଼ା ସୁରକ୍ଷାରେ  ହନୁମାନ ଜୟନ୍ତୀ ବାଇକ ରାଲି


କଡ଼ା ସୁରକ୍ଷାରେ  ହନୁମାନ ଜୟନ୍ତୀ ବାଇକ ରାଲି


କଡ଼ା ସୁରକ୍ଷାରେ  ହନୁମାନ ଜୟନ୍ତୀ ବାଇକ ରାଲି


କଡ଼ା ସୁରକ୍ଷାରେ  ହନୁମାନ ଜୟନ୍ତୀ ବାଇକ ରାଲି


ସମ୍ବଲପୁର, ୧୦, ଏପ୍ରିଲ୍ (ହି.ସ.)

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏହି ବାଇକ୍ ଶୋଭାଯାତ୍ରା ଆୟୋଜନ ହୋଇଛି | ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଗୋବିନ୍ଦ ତୋଳାରୁ ବାହାରି ଜେଲ୍ ଛକ ଦେଇ ଭୁତାପଡା, ମୋତିଝରଣ, ସୁନାପାଲି, ସାକ୍ଷୀପଡ଼ା ଦେଇ ମ୍ୟୁନିସିପାଲଟି ଛକରେ ଶେଷ ହୋଇଛି | ତେବେ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି | ଏହା ସହ ରୁଫଟପ୍ ଫୋର୍ସ ମୁତୟନ ସହ ଡ୍ରୋନ ଦ୍ୱାରା ସମଗ୍ର ସହରକୁ ନଜର ରଖା ଯାଇଛି | ସେପଟେ ସମ୍ବଲପୁର ଏସପି ମୁକେଶ ଭାମୁ ନିଜେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ରେ ରହି କିପରି ସୁରକ୍ଷିତ ଭାବରେ ବାଇକ ରାଲିଯିବ ସେ ନିଜେ ତଦାରଖ କରୁଥିବା ଦେଖାଯାଇଛି l

----

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande