ଦୁର୍ଘଟଣା ପ୍ରତିବାଦରେ ରାଜପଥ ଅବରୋଧ
ରାଉରକେଲା, ୧୦ ଏପ୍ରିଲ୍ (ହି.ସ.)- ରାଉରକେଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଗତକାଲି ସବିନା ସୋରେନ ନାମକ ୧୭ ବର୍ଷୀୟା ଝିଅର ଦୁର୍ଘଟଣାରେ ମୃତ୍ୟୁ ହେବାପରେ ମୃତକ ପରିବାରଙ୍କୁ ନ୍ୟାୟ ଦେବା ଦାବିରେ ରାଜପଥକୁ ଆଜି ସକାଳୁ ଅବରୋଧ କରିଛନ୍ତି ସେ ଅଞ୍ଚଳର ବାସିନ୍ଦା। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ
ଦୁର୍ଘଟଣା ପ୍ରତିବାଦରେ ରାଜପଥ ଅବରୋଧ


ରାଉରକେଲା, ୧୦ ଏପ୍ରିଲ୍ (ହି.ସ.)- ରାଉରକେଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଗତକାଲି ସବିନା ସୋରେନ ନାମକ ୧୭ ବର୍ଷୀୟା ଝିଅର ଦୁର୍ଘଟଣାରେ ମୃତ୍ୟୁ ହେବାପରେ ମୃତକ ପରିବାରଙ୍କୁ ନ୍ୟାୟ ଦେବା ଦାବିରେ ରାଜପଥକୁ ଆଜି ସକାଳୁ ଅବରୋଧ କରିଛନ୍ତି ସେ ଅଞ୍ଚଳର ବାସିନ୍ଦା। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ଯାରେ ଗାଡି ଅଟକି ରହିଛି। ପୁଲିସ ପ୍ରଶାସନ ଏନେଇ କୌଣସି ସମାଧାନ କରିପାରିନି, ପରିସ୍ଥିତି ଉତେଜନାପୂର୍ଣ ରହିଛି।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande