
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)- ବିଜୁ ଲିଗାସୀ କିଏ ତାହାର ଉତ୍ତର 30ବର୍ଷ ଧରି ଓଡିଶାବାସୀ ଦେଇଛନ୍ତି l ବିଜୁ ଲିଗାସୀ
ବିଜେପିର ବି ଟିମ ଭାବେ କାମ କରୁଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି l ସେଥିରେ ସେମାନେ
ସଫଳ ହେବେ ନାହିଁ l ବିଜେଡି
ଭାଙ୍ଗିବାକୁ ବିଜୁ ଲିଗାସୀ ଅସ୍ତ୍ର କରୁଛନ୍ତି l ସେଥିରେ ସଫଳ ହେବେ ନାହିଁ ବୋଲି ସେ କହିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା