'ଓଡ଼ିଆ ପକ୍ଷ' ଅବସରରେ ଲୋକକଳା ଦିବସ ପାଳିତ
ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)-''ଓଡ଼ିଆ ପକ୍ଷ'' ଅବସରରେ ଲୋକକଳା ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ହେଉଛି ଆମର ଲୋକକଳା। ''ଓଡ଼ିଆ ପକ୍ଷ'' ପାଳନ ଅବସରରେ ଆଜିର ଦିନଟି ଆମର ପ୍ରତିଭାବାନ କଳାକାର ଓ ସେମାନଙ୍କ
ଲୋକକଳା


ଭୁବନେଶ୍ୱର, 10 ଏପ୍ରିଲ୍ (ହି.ସ.)-'ଓଡ଼ିଆ ପକ୍ଷ' ଅବସରରେ ଲୋକକଳା ଦିବସ ପାଳିତ ହୋଇଛି । ଏହି ଅବସରରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ହେଉଛି ଆମର ଲୋକକଳା। 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜିର ଦିନଟି ଆମର ପ୍ରତିଭାବାନ କଳାକାର ଓ ସେମାନଙ୍କ

ଅନନ୍ୟ ସୃଜନଶୀଳତା ପାଇଁ ସମର୍ପିତ।

ଆସନ୍ତୁ, ଆମର ଏହି ଅମୂଲ୍ୟ ସମ୍ପଦକୁ ସୁରକ୍ଷିତ ରଖିବା ଏବଂ ଏହାର ପ୍ରସାର

କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande