୨ୟ ବନଦୁର୍ଗା ମହୋତ୍ସବ ତୃତୀୟ ସନ୍ଧ୍ୟା କ୍ଷତିଗ୍ରସ୍ତ ପରିବାରକୁ ସମ୍ପୁର୍ଣ୍ଣ ଥଇଥାନ କରିବା ଏକ ଲକ୍ଷ
ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.) - ବଲାଙ୍ଗିର ଜିଲ୍ଲାର ସୁକେତେଲ ଡେମ ଚଳି ଅଂଚଳ ରେ ଥିବା ପଡିଆ ରେ ଦ୍ୱିତୀୟ ବନଦୁର୍ଗା ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ହଜାର ହଜାର ଲୋକ ଯୋଗ ଦେଇ ମହୋତ୍ସବରେ ସାମିଲ ହୋଛନ୍ତି । ଅତୀତ ରେ ଏହି ଅଂଚଳ ର କଳା ସଂସ୍କୃତି ଉଚ୍ଚ କୋଟିର ଥିଲା ଆଜି ବି ଅଂଚଳର ଆରାଧ୍ୟା ଦେବ
୨ୟ ବନଦୁର୍ଗା ମହୋତ୍ସବ ତୃତୀୟ ସନ୍ଧ୍ୟା କ୍ଷତିଗ୍ରସ୍ତ ପରିବାରକୁ ସମ୍ପୁର୍ଣ୍ଣ ଥଇଥାନ କରିବା ଏକ ଲକ୍ଷ


୨ୟ ବନଦୁର୍ଗା ମହୋତ୍ସବ ତୃତୀୟ ସନ୍ଧ୍ୟା କ୍ଷତିଗ୍ରସ୍ତ ପରିବାରକୁ ସମ୍ପୁର୍ଣ୍ଣ ଥଇଥାନ କରିବା ଏକ ଲକ୍ଷ


୨ୟ ବନଦୁର୍ଗା ମହୋତ୍ସବ ତୃତୀୟ ସନ୍ଧ୍ୟା କ୍ଷତିଗ୍ରସ୍ତ ପରିବାରକୁ ସମ୍ପୁର୍ଣ୍ଣ ଥଇଥାନ କରିବା ଏକ ଲକ୍ଷ


ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.) - ବଲାଙ୍ଗିର ଜିଲ୍ଲାର ସୁକେତେଲ ଡେମ ଚଳି ଅଂଚଳ ରେ ଥିବା ପଡିଆ ରେ ଦ୍ୱିତୀୟ ବନଦୁର୍ଗା ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ହଜାର ହଜାର ଲୋକ ଯୋଗ ଦେଇ ମହୋତ୍ସବରେ ସାମିଲ ହୋଛନ୍ତି । ଅତୀତ ରେ ଏହି ଅଂଚଳ ର କଳା ସଂସ୍କୃତି ଉଚ୍ଚ କୋଟିର ଥିଲା ଆଜି ବି ଅଂଚଳର ଆରାଧ୍ୟା ଦେବୀ ମା ବନଦୁର୍ଗା, ମା କନ୍ଧେନ ବୁଢୀ, କୟା ଘଟିଏନ, ବୁଢା ଦେଓ, କରମ ସାନି, ନାଗ ବାଚା, ଜଗନ୍ନାଥ ଶିବ ଉପସନା ପୂଜା ବିଧି ବହୁ ଦେବା ଦେବୀ ବିଶ୍ୱାସ ର ପରମ୍ପରା ରହିଛି କିନ୍ତୁ ପ୍ରକଳ୍ପ ସବୁ ଛିନ୍ନ ଛତ୍ର ହୋଇଯାଇଛି, ଜୀବନ ଜୀବିକା ଖୁବ୍ ସରଳ ଥିଲା ଆଜି ବି ବହୁ ଲୋକ ଖୋଜୁଛନ୍ତି ସେହି ଗାଁ ମାଟିକୁ, ଚାଷଙ୍କ ଆଶା ଆକାଂକ୍ଷା କୁ ପୁରଣ କରିବ ସେତେବେଳେ ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ରୁ ଜଳ ସେଚନ ଆରମ୍ଭ ହେଲେ । ଏ ମହୋତ୍ସବ ମାଧ୍ୟମ ରେ ପୁଣି ଏକାଠି ହୋଇଛନ୍ତି । ଯୋଗ ଦେଇଥିବା ଅତିଥିବୃନ୍ଦ ଏ ଭଳି ମତ ଉପସ୍ଥାପନ କରିଥିଲେ । ସଭା କାର୍ଯ୍ୟକୁ ସଂଜୟ ଗଡତ୍ୟା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, ବରେଣ୍ୟ ଅତିଥି ଜିଲ୍ଲା ଅତିରିକ୍ତ ଏସପି ଗୁଣିଧି ମଲ୍ଲିକ, ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଷଡଙ୍ଗୀ, ହୃଷିକେଶ ଗଣ୍ଡ ବିଡିଓ ବଲାଙ୍ଗିର, ଅକ୍ଷୟ ପାଣି ଉଡୁ ବିଡିଓ ଲୋଇସିଂହା, ବିକାଶ ରଂଜନ ରଥ ସଭା ପରିଚାଳନା, ସାଂସ୍କୃତିକ ସନ୍ଧ୍ୟାକୁ ସମ୍ପାଦକ ଜୟକୃଷ୍ଣ ମିଶ୍ରଙ୍କ ପରିଚାଳନା ରେ ଦଣ୍ଡ ଲୋକ ନୃତ୍ୟ, କରମ ସାନୀ, ସଂକୀର୍ତନ ଝିଲି ପୁଟେଲ ସାଥୀ, ସୁମି ବାଗ ସାଥୀ, ନୃତ୍ୟ ଗୁରୁ ଆଲୋକ ପଣ୍ଡା ଙ୍କ ସମ୍ବଲପୁର ଟ୍ରାଇବାଲ ଆର୍ଟ ଆଣ୍ଡ କ୍ରାଫ୍ଟ ସେଂଟର ସମ୍ବଲପୁର ନୃତ୍ୟ ଗୁରୁ ସଂଗୀତା ଦାସ ଙ୍କ ସଂଜ୍ୟୋତ କଳା କେନ୍ଦ୍ର, ବାଙ୍ଗିର, ସାଇ ସ୍ୱର୍ଣ୍ଣ କଳା ପରିଷଦ, କଂସ ଦରବାର, ନୃତ୍ୟ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଡି ଅଂଚଳ ପ୍ରତିଭା ଗଣେଶ୍ୱର ବେହେରା, ଗିରିଧାରୀ ପୁଟା, ଦୟାନିଧି ଗଡାତ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବନଦୁର୍ଗା ମହୋତ୍ସବ କମିଟି ସହଯୋଗ ରେ ଆୟୋଜିତ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande