ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ଅଭିଯୋଗକୁ ଖଣ୍ଡନ କଲେ ଦାଦା
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ଅଭିଯୋଗ ପ୍ରସଙ୍ଗ । ପ୍ରେସମିଟ୍ରେ ଅଭିଯୋଗକୁ ମିଛ ବୋଲି କହି ଏହାକୁ ଖଣ୍ଡନ କରିଛନ୍ତି ବବିଙ୍କ ଦାଦା ଯଯାତି କେଶରୀ । ସେ କହିଛନ୍ତି ଯେ, ଖଣ୍ଡୋଲାଇଟ୍ରେ ଘର ନିର୍ମାଣ ମିଛ । ରାଜସ୍ଥାନ
ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର     ଅଭିଯୋଗକୁ ଖଣ୍ଡନ କଲେ ଦାଦା


ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ବବି ଦାସଙ୍କ ଘରେ

ଖଣ୍ଡୋଲାଇଟ ବ୍ୟବହାର ଅଭିଯୋଗ ପ୍ରସଙ୍ଗ । ପ୍ରେସମିଟ୍ରେ ଅଭିଯୋଗକୁ ମିଛ ବୋଲି କହି ଏହାକୁ

ଖଣ୍ଡନ କରିଛନ୍ତି ବବିଙ୍କ ଦାଦା ଯଯାତି କେଶରୀ । ସେ କହିଛନ୍ତି ଯେ, ଖଣ୍ଡୋଲାଇଟ୍ରେ ଘର

ନିର୍ମାଣ ମିଛ । ରାଜସ୍ଥାନ

ଯୋଧପୁରରୁ ପଥର ଆସିଛି । ଏହି ବାସଭବନ ଏକୁଟିଆ ବବିଙ୍କ ନୁହେଁ, ସମସ୍ତ ପରିବାରର ବୋଲି ସେ କହିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି

ପରିବାରକୁ ଟାର୍ଗେଟ କରାଯାଉଛି । ଆବଶ୍ୟକ ପଡ଼ିଲେ ଆଇନଗତ ସହାୟତା ନିଆଯିବ ବୋଲି ବବିଙ୍କ ଦାଦା

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande