
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ଓଡ଼ିଆ ଭାଷାର କାଳଜୟୀ
ସୃଷ୍ଟିକୁ ସମ୍ମାନ ଜଣାଇବା ପାଇଁ ଏବଂ ନୂତନ ପିଢ଼ିର ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ
ଓଡ଼ିଆ ପକ୍ଷ-୨୦୨୬ ଅବସରରେ ଆୟୋଜିତ ହେଉଛି 'ଅମୃତ ପିଢ଼ି ସାରସ୍ଵତ ସମାରୋହ'। ଏହି ଅବସରରେ
ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏକାଠି ହେବା ଏବଂ ଆମ ମାତୃଭାଷାର ସୌରଭକୁ ବିଶ୍ୱ ଦରବାରରେ
ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା