ଆଶା ଭୋସ୍ଲେଙ୍କ ବିୟୋଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଆଶା ଭୋସ୍ଲେଙ୍କ ବିୟୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ କଣ୍ଠଶିଳ୍ପୀ ଆଶା ଭୋସ୍ଲେଙ୍କ ବିୟୋଗ ଖବର ବିଷୟରେ ଜାଣି ମୁଁ ଅତ୍ୟନ୍ତ
ଆଶା ଭୋସ୍ଲେଙ୍କ ବିୟୋଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଆଶା ଭୋସ୍ଲେଙ୍କ ବିୟୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ

କହିଛନ୍ତି ଯେ, ମହାନ କଣ୍ଠଶିଳ୍ପୀ ଆଶା ଭୋସ୍ଲେଙ୍କ ବିୟୋଗ ଖବର ବିଷୟରେ ଜାଣି ମୁଁ ଅତ୍ୟନ୍ତ

ଦୁଃଖିତ। ତାଙ୍କର ଅବର୍ତ୍ତମାନ ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାପ୍ରଭୁଙ୍କ

ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି।

ତାଙ୍କର ପରିବାର ଓ ଅସଙ୍ଖ୍ୟ ଭକ୍ତମାନଙ୍କ ପ୍ରତି ମୋର ହୃଦୟଙ୍ଗମ

ସମବେଦନା ବୋଲି ମନ୍ତ୍ରୀ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande