ଆଶା ଭୋସ୍ଲେଙ୍କ ବିୟୋଗରେ ପ୍ରଭାତି ପରିଡାଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଆଶା ଭୋସ୍ଲେଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ କଣ୍ଠଶିଳ୍ପୀ ଆଶା ଭୋସ୍ଲେଙ୍କ ପରଲୋକ ଖବର ପାଇ ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ
ଆଶା ଭୋସଲେ


ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଆଶା ଭୋସ୍ଲେଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି

ଯେ, ମହାନ କଣ୍ଠଶିଳ୍ପୀ ଆଶା ଭୋସ୍ଲେଙ୍କ ପରଲୋକ ଖବର ପାଇ ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ ।

ତାଙ୍କ ବିୟୋଗ ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସୁମଧୁର କଣ୍ଠ ଓ ଅଗଣିତ କାଳଜୟୀ ସଙ୍ଗୀତ ପାଇଁ ସେ ସଦା

ସର୍ବଦା ଶ୍ରୋତାମାନଙ୍କ ହୃଦୟରେ ଅମର ରହିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର

ଆତ୍ମାର ସଦ୍ଗତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande