
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଓଡ଼ିଆ ଜାତିର ସ୍ୱାଭିମାନ ଓ ସମୃଦ୍ଧ ସଂସ୍କୃତିର
ମୂଳଦୁଆ ପକାଇଥିବା ଆମର ବରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ପାଇଁ 'ଓଡ଼ିଆ ପକ୍ଷ' ଅବସରରେ ଆୟୋଜିତ
ହେଉଛି 'ବନ୍ଦନୀୟ ବରପୁତ୍ର'। ଏହି ଅବସରରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ, ଆମ ପୂର୍ବଜଙ୍କ
ବୀରଗାଥା ଓ ତ୍ୟାଗକୁ ମନେ ପକାଇବା ଏବଂ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା