ଗଞାମ, ୧୩ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁର ଏସପି ଆଇପିଏସ ସର୍ବଣା ବିବେକ ଏମଙ୍କୁ ମିଳିଛି ଗୁରୁଦାୟିତ୍ଵ। ପଶ୍ଚିମବଙ୍ଗ ନିର୍ବାଚନରେ ପୁଲିସ ଅବଜରଭର ଭାବେ ତାଙ୍କୁ ଦାୟିତ୍ଵ ଦେଇଛନ୍ତି ନିର୍ବାଚନ କମିଶନର। ସେ ଆଜି ପଶ୍ଚିମବଙ୍ଗରେ ଦାୟିତ୍ଵ ନେବେ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
17 Apr 2026
ଭୁବନେଶ୍ୱର, ୧୭ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ସର୍ବାଧିକ ୩୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୨୮.୦ ମି.ମି., ବେତନଟିରେ ୨୭.୦ ମି.ମି., ସୁଳିଆ..
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି ତିରୋଧାନ ଦିବସ। ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ପବିତ୍ର ବିନ୍ଦୁସାଗରରେ ତିଳତର୍ପଣ କରାଯାଇଛି। ଏହି ତିଳତର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା..
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.) - ସୀମା ନିର୍ଦ୍ଧାରଣକୁ ନେଇ ଦେବୀ ମିଶ୍ର ଶାସକ ଦଳକୁ ପ୍ରଶ୍ନ କରି ପଚାରିଛନ୍ତି ଯେ, ଶାସକ ଦଳ କେମିତି ଜାଣିଲେ ନବୀନ ବାବୁ ବିରୋଧ କରୁଛନ୍ତି? ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଦ୍ବନ୍ଦ୍ୱ ନୁହେଁ, ସ୍ପଷ୍ଟତା ଚାହୁଁଛନ୍ତି। ..
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବିଜୁ ଲିଗାସୀ କେବଳ ଗଣମାଧ୍ୟମରେ ଚର୍ଚ୍ଚା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ସେ କହିଛନ୍ତି ଯେ, ଗଣମାଧ୍ୟମ ଜରିଆରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ଦେଖୁଥିଲି। ସେମାନେ କହିଛନ୍ତି, ଏଥିରେ କୌଣସି ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha