ନାରୀ ବନ୍ଦନ ବିଲକୁ ଯିଏ ସମର୍ଥନ କରୁଛନ୍ତି ଶ୍ରେୟ ତାଙ୍କର - ପ୍ରଭାତୀ ପରିଡା
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ନାରୀ ବନ୍ଦନ କାର୍ଯ୍ୟକ୍ରମ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏଶ୍ରେୟ କେବଳ ମାତୃଶକ୍ତିର। ଏ ସଂଶୋଧନ ବିଲକୁ ଯିଏ ସମର୍ଥନ କରୁଛନ୍ତି ଶ୍ରେୟ ତାଙ୍କର। ସମସ୍ତ ବ
pravatti parida


ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ନାରୀ ବନ୍ଦନ କାର୍ଯ୍ୟକ୍ରମ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏଶ୍ରେୟ କେବଳ ମାତୃଶକ୍ତିର। ଏ ସଂଶୋଧନ ବିଲକୁ ଯିଏ ସମର୍ଥନ କରୁଛନ୍ତି ଶ୍ରେୟ ତାଙ୍କର। ସମସ୍ତ ବିରୋଧୀ ଦଳ ସମର୍ଥନ କରନ୍ତୁ ଶ୍ରେୟ ନିଅନ୍ତୁ। ମହିଳା ମାନେ ଲ-ମେକର ହୋଇପାରିବେ। ୨୦୨୯ରେ ମହିଳା ମାନେ ସଂସଦ ଯାଆନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା।)

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande