ପଣା ସଂକ୍ରାନ୍ତିରେ ବାମରାରେ ବିଭିନ୍ନ ମନ୍ଦିରରେ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ମହାବିଷୁବ ସଂକ୍ରାନ୍ତିର ପବିତ୍ର ଦିନରେ ସମ୍ବଲପୁର ବାମରା ଗୋବିନ୍ଦପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ପାଖରେ ସମସ୍ତଙ
ମନ୍ଦିର


ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ମହାବିଷୁବ

ସଂକ୍ରାନ୍ତିର ପବିତ୍ର ଦିନରେ ସମ୍ବଲପୁର ବାମରା ଗୋବିନ୍ଦପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ

ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ପାଖରେ

ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି ।

ଏହା ସହିତ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ବାମରା ବ୍ଲକ୍ କବରୀବାହାଲ

ସ୍ଥିତ ମା' ବନଦୁର୍ଗା ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି

। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜି ଭଳି ଏକ ପବିତ୍ର ଦିନରେ ଅଞ୍ଚଳବାସୀଙ୍କ ମଧ୍ୟରେ ଥିବା

ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିଭାବ ପ୍ରକୃତରେ ଅନନ୍ୟ । ମା'ଙ୍କ ନିକଟରେ

ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande