
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ପବିତ୍ର ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ପବିତ୍ର ହନୁମାନ ଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ବୀର
ହନୁମାନ ହେଉଛନ୍ତି ଶକ୍ତି, ଭକ୍ତି ଏବଂ
ସମର୍ପଣର ପ୍ରତୀକ । ସଂକଟମୋଚନଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରୁ ଦୁଃଖ କଷ୍ଟ ଦୂର ହେଉ ଏବଂ
ସଭିଙ୍କ ମନରେ ସାହସ ଓ ଭକ୍ତି ଜାଗ୍ରତ ହେଉ, ଏହା କାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା