ବେଙ୍ଗଲୀ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 15 ଏପ୍ରିଲ୍ (ହି.ସ.)- ବେଙ୍ଗଲୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ବଙ୍ଗାଳୀ ନବବର୍ଷ ଆପଣଙ୍କ ଜୀବନରେ ନୂତନ ଆରମ୍ଭ, ଅସୀମ ସମୃଦ୍ଧି ଏବଂ ପାର
ବେଙ୍ଗଲୀ     ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 15 ଏପ୍ରିଲ୍ (ହି.ସ.)- ବେଙ୍ଗଲୀ

ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ବଙ୍ଗାଳୀ ନବବର୍ଷ ଆପଣଙ୍କ ଜୀବନରେ ନୂତନ

ଆରମ୍ଭ, ଅସୀମ ସମୃଦ୍ଧି ଏବଂ ପାରମ୍ପରିକତାର ରଙ୍ଗ

ଭରିଦେଉ।

ଆସନ୍ତୁ ପନ୍ତା

ଭାତ, ଇଲିଶ ମାଛ ଏବଂ ଆଶାରେ ପୂର୍ଣ୍ଣ ହୃଦୟ ସହ ଆମର

ସମୃଦ୍ଧ ଐତିହ୍ୟକୁ ପାଳନ କରିବା!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande